https://kanaknews.com/after-shutdown-dont-go-to-shops-in-large-number/
ସଟଡାଉନ୍ ପରେ ଦୋକାନକୁ ଯାଇ ଭିଡ କରନ୍ତୁ ନାହିଁ । ବଜାରକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ । ସତର୍କ ରହିବା ସହ ଲକଡାଉନ୍ ନିୟମ ମାନିବାକୁ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ।